ହାଇପ୍ରୋଫାଇଲ୍‌ ଜୁଆ : ୩ ବିଲଡର୍‌, ୫ ଠିକାଦାର, ଜଣେ ଛାତ୍ର ଗିରଫ

‌‌ଦେଢ଼ ଲକ୍ଷ ଟଙ୍କା, ୩ ଦାମୀ ଗାଡ଼ି ଜବତ ଭୁବନେଶ୍ୱର : ଦିନରେ ତାଲାବନ୍ଦ କଟକଣା, ରାତିରେ ୧୨ ଘଣ୍ଟିଆ କର୍ଫ୍ୟୁ। ଶୂନ୍‌ଶାନ୍‌ ରାଜଧାନୀରେ ପୁଲିସର କଡ଼ା ପହରା। ନିୟମ ଉଲ୍ଲଙ୍ଘନ କଲେ ମହାମାରୀ ଆଇନରେ ଗିରଫ ହେବେ। କିନ୍ତୁ ଏସବୁ ପ୍ରତି ଜୁଆଡ଼ିଙ୍କର ଭ୍ରୂକ୍ଷେପ ନାହିଁ। ସବୁ କଟକଣାକୁ ମୋଡ଼ି ମକଚି ଜୁଆ ଖେଳରେ ମାତିଥି‌ବା ୯ ଜୁଆଡ଼ିଙ୍କୁ ଆଜି ନୂଆପଲ୍ଲୀ ଥାନା ପୁଲିସ୍‌ ଗିରଫ କରିଛି। ଆଜି … Continue reading ହାଇପ୍ରୋଫାଇଲ୍‌ ଜୁଆ : ୩ ବିଲଡର୍‌, ୫ ଠିକାଦାର, ଜଣେ ଛାତ୍ର ଗିରଫ